Niet blij met je aankoop? Geeft niet! Je kunt artikelen tot 30 dagen retourneren
Met een cadeaubon zit je altijd goed. De ontvanger kan de cadeaubon voor alles uit ons assortiment inwisselen.
Tot 30 dagen retourrecht
୧୯୦୨ରୁ ୧୯୦୭ ମସିହା ଭିତରେ ତାଙ୍କର ପତ୍ନୀ, ୧୪ ବର୍ଷୀୟା କନ୍ୟା, ପିତା ଏବଂ ୧୧ ବର୍ଷୀୟା ପୁତ୍ରର ମୃତ୍ୟୁ ଫଳରେ ଉତ୍ପନ୍ନ ଦୁଃଖ ତାଙ୍କର ପରବର୍ତ୍ତୀ କବିତାଗୁଡ଼ିକରେ ପରିଲିକ୍ଷିତ ହୁଏ। ୧୯୧୦ ମସିହାରେ ତାଙ୍କର ବଙ୍ଗଳାରେ ଲେଖା "ଗୀତାଂଜଳି" ପ୍ରକାଶ ପାଏ। ୧୯୧୨ ମସିହାରୁ ଏହି "ଗୀତାଂଜଳି"ରୁ ୫୩ଟି କବିତାକୁ ଇଂରେଜୀରେ ଅନୁବାଦ କରି ଇଂରେଜୀ "ଗୀତାଂଜଳି" (Gitanjali)ରେ ସନ୍ନିବିଷ୍ଟ କରିଛନ୍ତି ଆଉ ତାଙ୍କର ଅନ୍ୟାନ୍ୟ ୯ଟି ପୁସ୍ତକରୁ ୫୦ଟି କବିତାର ଇଂରେଜୀ ଅନୁବାଦକୁ ମିଶାଇ ସର୍ବମୋଟ ୧୦୩ଟି କବିତା ସେଥିରେ ରହିଛି, ଯାହା ପ୍ରକାଶ ପାଇଥିଲା ୧୯୧୨ ମସିହାରେ। ଡବ୍ଲ୍ୟୁ. ବି. ୟିଟ୍ସ ଏବଂ ଆନ୍ଦ୍ରେ ଗିଡେ ତାହାର ପ୍ରଶଂସା କରିଛନ୍ତି, ଆଉ ୧୯୧୩ ମସିହାରେ ସେହି ପୁସ୍ତକଟି ପାଇଁ ତାଙ୍କୁ ନୋବେଲ୍ ପୁରସ୍କାର ପ୍ରଦାନ କରାଯାଇଛି। ସାହିତ୍ୟରେ ନୋବେଲ ପୁରସ୍କାର ପାଇବାର ଏସିୟା ମହାଦେଶରେ ସିଏ ଥିଲେ ପ୍ରଥମ ବ୍ୟକ୍ତି।
Hoi! Ik ben Libroamiko, je boekadviseur.
Hoe kan ik je helpen?